thumbnail

By

Published : Nov 20, 2022, 5:35 PM IST

Updated : Feb 3, 2023, 8:33 PM IST

ETV Bharat / Videos

ସରିଛି ବାଲିଯାତ୍ରା, ହେଲେ କମୁନି ଭିଡ

କଟକ: ସରିଛି ଐତିହାସିକ ବାଲିଯାତ୍ରା, ହେଲେ ଯାଇନି ଭିଡ । ଏବେବି ପଡିଆରେ ରହିଛି ବଜାର । ବାଲିଯାତ୍ରା ନ ହେଲେ ବି ମିନି ବାଲିଯାତ୍ରା ପରି ପରିଲକ୍ଷିତ ହେଉଛି ଉପର ଓ ତଳ ବାଲିଯାତ୍ରା ପଡିଆ । ଯାହାକୁ ନେଇ ରହିଛି ହଜାର ହଜାର ସଂଖ୍ୟାର ଭିଡ । 10 ଦିନର ବାଲିଯାତ୍ରାରେ ବଳକା ପଡି ରହିଥିବା ସାମଗ୍ରୀକୁ ବିକ୍ରି କରିବାରେ ବ୍ୟସ୍ଥ ବ୍ୟବସାୟୀ । ଫୁଲ, ଘରକରଣା ସାମଗ୍ରୀ, ଡ୍ରେସ, କାଠ, ଜୋତା ଚପଲ, ସାମଗ୍ରୀ ଇତ୍ୟାଦିକୁ କମ ମୂଲ୍ୟରେ କିଣିବାକୁ ବ୍ୟସ୍ଥ ଗ୍ରାହକ ।ଗୋଟିଏ ପଟେ ବ୍ୟବସାୟୀ ବଳକା ସାମଗ୍ରୀ ବିକ୍ରି କରି ଖୁସି ଜାହିର କରିଥିବାବେଳେ, ଖାଉଟିମାନଙ୍କ ମଧ୍ୟରେ ମଧ୍ୟ ଆନନ୍ଦ ପରିଲକ୍ଷିତ ହୋଇଛି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.