thumbnail

By

Published : Sep 13, 2022, 10:36 PM IST

Updated : Feb 3, 2023, 8:27 PM IST

ETV Bharat / Videos

କାହିଁକି ଶୁଭେନ୍ଦୁ ଅଧିକାରୀ କହିଲେ Don't touch me ? ଦେଖନ୍ତୁ ଭିଡିଓ

କୋଲକାତା: ଆଜି ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଆୟୋଜିତ ‘ନବାନ୍ନ ଚାଲୋ’ ଯାତ୍ରାରେ ମୁହାଁମୁହିଁ ହୋଇଛନ୍ତି ବିଜେପି କର୍ମୀ ଓ ପୋଲିସ । ତେବେ ଦଳର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପୋଲିସ ଅଟକ ରଖିବା ବେଳେ ଶୁଭନ୍ଦୁ କହିଥିଲେ ‘ଡୋଣ୍ଟ ଟଚ ମି’ । ଅନେକ ପୋଲିସ ଅଧିକାରୀ ଓ କର୍ମଚାରୀ ଭିଡ ମଧ୍ୟରେ ଜଣେ ମହିଳା ପୋଲିସ ଅଧିକାରୀ ଶୁଭେନ୍ଦୁଙ୍କୁ ଗାଡିକୁ ନେବାକୁ ତାଙ୍କ ହାତ ଧରି ଟାଣିବା ବେଳେ ତୀବ୍ର ପ୍ରତିକ୍ରିୟା ଶୀଳ ହୋଇଥିଲେ ଶୁଭେନ୍ଦୁ । କହିଥିଲେ ‘ମତେ ଛୁଅଁ ନାହିଁ, ମୁଁ ଜଣେ ପୁରୁଷ’ । ତେବେ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.