ପୁରୁଣା ସଂସଦ ଭବନରେ ଫଟୋ ସେସନ, ପୋଜ୍ ବଦଳରେ ଫୋନରେ ବ୍ୟସ୍ତ ରାହୁଲ

By ETV Bharat Odisha Team

Published : Sep 19, 2023, 1:57 PM IST

thumbnail

ନୂଆଦିଲ୍ଲୀ: ପୁରୁଣା ସଂସଦ ଭବନରେ ଆଜି ଶେଷ କାର୍ଯ୍ୟକ୍ରମ ଅବସରରେ ସେଣ୍ଟ୍ରାଲ ହଲରେ ଏକ ଫଟୋ ସେସନ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ସଂସଦର ସଦସ୍ୟ ଉପସ୍ଥିତ ରହି ଫଟୋ ସେସନରେ ସାମିଲ ହୋଇଥିଲେ । ଫଟୋ ସେସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଓ ସବୁ ଦଳର ସାଂସଦ ଉପସ୍ଥିତ ଥିଲେ । ପୁରୁଣା ସଂସଦ ସମ୍ମୁଖରେ ସମସ୍ତ ସାଂସଦ ଏକାଠୀ ଫଟୋ ଉଠାଇଥିଲେ । ଗଣତନ୍ତ୍ରର ମନ୍ଦିରରେ ସ୍ମୃତିକୁ ରଖିବାକୁ ପୁରୁଣା ସଂସଦ ଭବନ ସେଣ୍ଟ୍ରାଲ ହଲ୍‌ ସାମ୍ନାର ସମସ୍ତଙ୍କର ଏକ ଗ୍ରୁପ୍‌ ଫଟୋ ଉଠିଥିଲା । ଭବିଷ୍ୟତରେ ଯେପରି ଏହି ସଂସଦରେ ହୋଇଥିଲା କାର୍ଯ୍ୟ ବିଷୟରେ ଜାଣିବ ସେ ବିଷୟରେ ଜାଣିବାକୁ ଏହି ସେସନର ଆୟୋଜିତ ହୋଇଛି ।

ଏହା ବି ପଢନ୍ତୁ...Special Session of Parliament: ନୂଆ ସଂସଦ ଭବନର ଶ୍ରୀଗଣେଶ, ସାତ ଦଶକ ତପସ୍ୟାର ସାକ୍ଷୀ ପୁରୁଣା ସଂସଦ କହିଲେ ପ୍ରଧାନମନ୍ତ୍ରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.