thumbnail

ନିମାପଡ଼ା ବନ୍ୟା ବିପନ୍ନଙ୍କ ପାଇଁ ଦେବଦୂତ ସାଜିଲେ ସ୍ବେଚ୍ଛାସେବୀ

By

Published : Aug 21, 2022, 7:35 PM IST

Updated : Feb 3, 2023, 8:27 PM IST

ପୁରୀ ଜିଲ୍ଲାର ନିମାପଡା ବାସିନ୍ଦା ବନ୍ୟା ଯୋଗୁଁ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି(Nimapada flood affected people) । ମହାନଦୀର ଶାଖା ନଦୀରେ ବନ୍ୟା ଆସିବା ପରେ ଅନେକ ପଞ୍ଚାୟତ ଜଳମଗ୍ନ ହୋଇଛି । ତେବେ କିଛି ସ୍ଥାନରେ ବନ୍ୟାଜଳ କମିଥିଲେ ମଧ୍ୟ ଅନେକ ଗାଁରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି । ଅନେକ ଜଳବାହିତ ରୋଗ ବ୍ୟାପୁଥିବା ବେଳେ ଲୋକେ ନିକଟସ୍ତ ହସ୍ପିଟାଲକୁ ଯାଇ ଚିକିତ୍ସା କରାଇବା ସମ୍ଭବ ହେଉନାହିଁଁ । ଏହି ସମୟରେ ବନ୍ୟା ବିପନ୍ନଙ୍କ ପାଇଁ ଦେବଦୂତ ସାଜିଛନ୍ତି ସ୍ଵେଚ୍ଛସେବୀ । ପୁରୀ ନିମାପଡାର ବନ୍ୟା ବିପନ୍ନଙ୍କ ପାଖରେ କିଭଳି ସ୍ଵେଚ୍ଛାସେବକମାନେ ସେବା ଯୋଗାଉଛନ୍ତି ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ପୁରୀ ପ୍ରତିନିଧି ଶକ୍ତି ପ୍ରସାଦ ମିଶ୍ର ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.