ଚର୍ଚ୍ଚାରେ ବାଲୁକା ଶିଳ୍ପୀ, 8 ଇଞ୍ଚର କାଳୀଙ୍କ ବାଲୁକା କଳା - ଯୁବ ବାଲୁକା ଶିଳ୍ପୀ ରାକେଶ କୁମାର ପାତ୍ର
🎬 Watch Now: Feature Video
ଯାଜପୁର: ସଦର ବ୍ଲକ ନାଥସାହିର ଯୁବ ବାଲୁକା ଶିଳ୍ପୀ ରାକେଶ କୁମାର ପାତ୍ର ବାଲୁକା କଳା ମାଧ୍ୟମରେ ମା' କାଳୀଙ୍କର ଏକ କ୍ଷୁଦ୍ରତମ ପ୍ରତିମୂର୍ତ୍ତି କରିଛନ୍ତି । ଅତି ନିଖୁଣ କାରିଗରୀରେ ତିଆରି କରିଛନ୍ତି 8ଇଞ୍ଚର କ୍ଷୁଦ୍ରତମ କାଳୀଙ୍କ ମୂର୍ତ୍ତି । ବାଲୁକା କଳା କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ରାକେଶ । ପୂର୍ବରୁ ରାଜେଶ ବାଲି, ମାଟି ଓ ମହମରେ ବିଭିନ୍ନ କ୍ଷୁଦ୍ରତମ ମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଥିଲେ ।
ଇଟିଭି ଭାରତ, ଯାଜପୁର
Last Updated : Feb 3, 2023, 8:30 PM IST