ଚାଲିଛି ଷୋଡଶ ଦିନାତ୍ମକ ପୂଜା, ତ୍ରିପୁରା ଭୈରବୀ ବେଶରେ ମା’ କଟକ ଚଣ୍ଡୀଙ୍କ ଦୁର୍ଲଭ ବେଶ - ଷୋହଳ ଦିନାତ୍ମକ ବେଶ

🎬 Watch Now: Feature Video

thumbnail

By

Published : Sep 24, 2022, 8:59 PM IST

Updated : Feb 3, 2023, 8:28 PM IST

କଟକ: ଶାରଦୀୟ ଦୁର୍ଗାପୂଜା ପାଇଁ କଟକର ବିଭିନ୍ନ ଶକ୍ତି ପୀଠ ଗୁଡିକରେ ଆରମ୍ଭ ହୋଇଛି ଶରତକାଳୀନ ଷୋହଳ ଦିନାତ୍ମକ ବେଶ । କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ । ଆଜି (ଶନିବାର) ପବିତ୍ର ଆଶ୍ବିନ ଷୋଡଶ ଦିନାତ୍ମକ ପୂଜାର ୭ମ ଦିନରେ ମା' କଟକ ଚଣ୍ଡୀ ତ୍ରିପୁରା ଭୈରବୀ ବେଶରେ ଦର୍ଶନ ଦେଇଛନ୍ତି । ହୋମ ଯଜ୍ଞ, ଚଣ୍ଡୀପାଠରେ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବର୍ଷକରେ ଥରେ ମା' ଙ୍କର ଏହି ଦୁର୍ଲଭ ବେଶ ଦେଖି ଶ୍ରଦ୍ଧାଳୁମାନେ ଭାବବିହ୍ବଳ ହୋଇଛନ୍ତି । ତେବେ କଟକ ସମେତ ଅନ୍ୟ ଜିଲ୍ଲାରୁ ମଧ୍ୟ ଭକ୍ତ ଆସି କଟକ ଚଣ୍ଡୀଙ୍କୁ କରୁଛନ୍ତି ଦର୍ଶନ ।
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.