ଜମ୍ମୁ-କାଶ୍ମୀରରେ ଭୁସ୍ଖଳନ: ଜେସିବି ଚାଳକ ସମେତ ଫସିଛନ୍ତି ଅନ୍ୟ କିଛି ଲୋକ, ଉଦ୍ଧାର କାର୍ଯ୍ୟ ଜାରି - କିସ୍ତୱାର୍ଡରେ ମେଗା ବିଦ୍ୟୁତ ପ୍ରକଳ୍ପ ସ୍ଥଳରେ ଭୁସ୍ଖଳନ
🎬 Watch Now: Feature Video
ଶ୍ରୀନଗର: ଜମ୍ମୁ-କାଶ୍ମୀରର କିସ୍ତୱାର୍ଡରେ ମେଗା ବିଦ୍ୟୁତ ପ୍ରକଳ୍ପ ସ୍ଥଳରେ ଭୁସ୍ଖଳନ । ରତଲେ ଦରାବଶାଲ୍ଲା ନାମକ ବିଦ୍ୟୁତ ପ୍ରକଳ୍ପ ନିକଟରେ ଅଘଟଣ । ଭୁସ୍ଖଳନ କାରଣରୁ ଜେସିବି ଚାଳକ ସମେତ ଅନ୍ୟ ୪ ଜଣ ଫସିଥିବା ଅନୁମାନ କରାଯାଉଛି । ତେବେ ପ୍ରଥମେ ଫସିଥିବା ଚାଳକଙ୍କୁ ଉଦ୍ଧାର କରିବାକୁ ଯାଇଥିବାବେଳେ ପୁଣିଥରେ ଭୁସ୍ଖଳନ ହେବାରୁ ଅନ୍ୟମାନେ ଫସିଯାଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Last Updated : Feb 3, 2023, 8:30 PM IST