thumbnail

By

Published : Oct 6, 2022, 9:48 AM IST

Updated : Feb 3, 2023, 8:29 PM IST

ETV Bharat / Videos

ଯାଜପୁରରେ ଜଳିଲା ରାବଣ, ଅସତ୍ୟ ଉପରେ ସତ୍ୟର ହେଲା ଜୟ

ଯାଜପୁର: ମିଲନ କ୍ଳବ ଆନୁକୂଲ୍ୟରେ ବ୍ୟାସନଗର ପୌରପରିଷଦ ସ୍ଥିତ ଏନ.ସି ହାଇସ୍କୁଲ ଖେଳପଡିଆରେ 37ତମ ରାବଣପୋଡି ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଏହି ମିଲନ କ୍ଳବର ସଭାପତି ଜିତେନ୍ଦ୍ର ପତିହାରୀଙ୍କ ସଭାପତିତ୍ବରେ ରାବଣପୋଡି ଉତ୍ସବ ଆୟୋଜିତ ହୋଇଥିଲା । ଶେଷରେ କୋରେଇ ବିଧାୟକ ଅଶୋକ କୁମାର ବଳ 40ଫୁଟର ରାବଣ ଦେହରେ ଅଗ୍ନି ସଂଯୋଗ କରି ରାବଣକୁ ପୋଡି ଥିଲେ l ଏହି କାର୍ଯ୍ୟକ୍ରମରେ ସହରର ହଜାର ହଜାର ଦର୍ଶକ ଉପସ୍ଥିତ ରହି ରାବଣପୋଡି ଉତ୍ସବ ଉପଭୋଗ କରିଥିଲେ l ଇଟିଭି ଭାରତ ,ଯାଜପୁର
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.