RajyaSabha: ଓଡିଶାର କେତେ SHG ମହିଳାଙ୍କୁ ଭୋକେସନାଲ ତାଲିମ ମିଳିଛି: ସାଂସଦ ସୁଲତା ଦେଓ - ସାଂସଦ ସୁଲତା ଦେଓ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17198355-thumbnail-3x2-bb.jpg)
ନୂଆଦିଲ୍ଲୀ: ସ୍ବତନ୍ତ୍ର ଶିକ୍ଷା, ଶିକ୍ଷା ଓ ଭୋକେସନାଲ ତାଲିମ ପାଇଁ CSR ଫଣ୍ଡରୁ ଖର୍ଚ୍ଚ ହେଉଥିବା ଅର୍ଥରେ କେତେ ଲୋକଙ୍କ ତାଲିମ ଦିଯାଇଛି । କୋଭିଡ ସମୟରେ କେତେ ଜଣଙ୍କୁ ତାଲିମ ଦିଆଯାଇଛି ? ଏଥିରେ SHG ମହିଳାଙ୍କୁ ଟ୍ରେନିଂ ଦିଆଯାଉଛି କି ? ଯଦି ଦିଆଯାଉଛି ଓଡିଶାରେ ଥିବା 70 ଲକ୍ଷ SHG ମହିଳାଙ୍କ ମଧ୍ୟରୁ କେତେ ଜଣଙ୍କୁ ଟ୍ରେନିଂ ମିଳିଛି । ଆଜି ରାଜ୍ୟସଭାରେ ଏହି ପ୍ରଶ୍ନ ପଚାରି ଉତ୍ତର ଚାହିଁଥିଲେ ବିଜେଡି ସାଂସଦ ସୁଲତା ଦେଓ । ଦେଖନ୍ତୁ ଭିଡିଓ ।
Last Updated : Feb 3, 2023, 8:35 PM IST