ବିଶ୍ବସ୍ତରୀୟ ହେବ ଦେଶର ୨ ଶହ ରେଳ ଷ୍ଟେସନ: ରେଳମନ୍ତ୍ରୀ

By

Published : Nov 8, 2022, 8:44 PM IST

Updated : Feb 3, 2023, 8:31 PM IST

thumbnail
ଲକ୍ଷ୍ନୌ: ଦେଶରେ ବଦଳୁଛି ରେଳସେବାର ରୂପରେଖ । ସୁଦୃଢ ହେବାରେ ଲାଗିଛି ରେଳ ଭିତ୍ତିଭୂମି । ଦେଶର ବିଭିନ୍ନ ଭାଗରେ ଥିବା ୨ଶହ ରେଳ ଷ୍ଟେସନକୁ ଆଗାମୀ ଦିନରେ ବିଶ୍ବସ୍ତରୀୟ ରେଳ ଷ୍ଟେସନରେ ବିକଶିତ କରାଯିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଉତ୍ତର ପ୍ରଦେଶର ସାହାରନପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରେଳମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସ୍ଥାନୀୟ ସାହାରନପୁର ଓ ଦେବବନ୍ଦ ରେଳ ଷ୍ଟେସନ ମଧ୍ୟ ଏହି ୨ଶହ ପ୍ରସ୍ତାବିତ ରେଳ ଷ୍ଟେସନ ମଧ୍ୟରେ ରହିଥିବା ବୈଷ୍ଣବ ସୂଚନା ଦେଇଥିଲେ (Railway Minister Ashwini Vaishnav in Saharanpur)। ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.