ହସ୍ପିଟାଲରୁ ଘରକୁ ଫେରିଲା ରାହୁଲ: ସମଗ୍ର ଅଞ୍ଚଳରେ ଖୁସିର ଲହରୀ - ରାହୁଲ ସାହୁ ଉଦ୍ଧାର ଘଟଣା
🎬 Watch Now: Feature Video

ରାୟପୁର: ବୋରୱେଲରୁ ସୁରକ୍ଷିତ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରାହୁଲ ସାହୁ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛି । ସମଗ୍ର ଅଞ୍ଚଳରେ ଖୁସିର ଲହରୀ । ଭିନ୍ନ ଢଙ୍ଗରେ ସ୍ବାଗତ କଲେ ପରିବାର ଓ ଅଞ୍ଚଳବାସୀ । ବିଲାସପୁରସ୍ଥିତ ଆପୋଲୋ ହସ୍ପିଟାଲରେ ଜାରି ରହିଥିଲା ରାହୁଲଙ୍କ ଚିକିତ୍ସା । 105 ଘଣ୍ଟାର ଦେଶର ସବୁଠୁ ବଡ ରେସ୍କ୍ୟୁ ଅପରସେନ ପରେ ରାହୁଲକୁ କରାଯାଇଥିଲା ଉଦ୍ଧାର । ରାହୁଲର ଅପରେସନ ସାରା ଦେଶରେ ସୃଷ୍ଟି କରିଥିଲା ଚର୍ଚ୍ଚା । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:24 PM IST