Watch Video: ଡ୍ରମ ବଜାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

By

Published : Dec 11, 2022, 12:27 PM IST

Updated : Feb 3, 2023, 8:35 PM IST

thumbnail
ମୁମ୍ବାଇ: ମହାରାଷ୍ଟ୍ର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଗପୁର ଓ ବିଳାସପୁର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ଜଣେ ଡ୍ରମ ବଜାଉଥିବା ବ୍ୟକ୍ତିଙ୍କ ସହ ଡ୍ରମ ବଜାଇ ଖୁସି ମନାଉଥିବା ଦେଖିବାକୁ ମିଳିଛି । ଦେଖନ୍ତୁ କିପରି ଡ୍ରମ ବଜାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାଗପୁର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ନାଗପୁରର ଏକ ସାଧାରଣସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ସମୃଦ୍ଧି ମହାମାର୍ଗ ଉଦଘାଟନ କରିବା ସହ ନାଗପୁର ରେଲଓ୍ବେ ଷ୍ଟେସନ ଓ ଅଜନି ରେଲଓ୍ବେ ଷ୍ଟେସନ ଉନ୍ନତିକରଣ ପାଇଁ ଯଥାକ୍ରମେ ୫୯୦ କୋଟି ଓ ୩୬୦ କୋଟି ଟଙ୍କାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ମୋଦି ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.