ବିଶ୍ବ ବଜାରରେ ପ୍ରବେଶ କଲା ଡୁକାଟିର ଆଡଭେଞ୍ଚର ବାଇକ୍, ଦେଖନ୍ତୁ ଫଟୋ - 2025 Ducati Multistrada V4 Pikes - 2025 DUCATI MULTISTRADA V4 PIKES

ଅନ୍ତର୍ଜାତୀୟ ବଜାରରେ ଲଞ୍ଚ ହୋଇଛି ଡୁକାଟି କମ୍ପାନୀର ସ୍ପୋର୍ଟିଂ ବାଇକ Multistrada V4 Pike Peak । ସୂଚନା ଥାଉ କି ପାଇକ୍ ପିକ୍ (Pike Peak) Multistrada V4ର ରୋଡ ବାଏସଡ୍ ସ୍ପୋର୍ଟିୟର ଭର୍ସନ । ଏହି ବାଇକ୍ର ଲୁକ ସମ୍ପୂର୍ଣ୍ଣ ଭାବେ ରେସ୍ ବାଇକ ପରି ହୋଇଛି ।
(Ducati)

Published : Sep 21, 2024, 4:09 PM IST