thumbnail

By

Published : Nov 17, 2022, 4:51 PM IST

Updated : Feb 3, 2023, 8:32 PM IST

ETV Bharat / Videos

Baliyatra2022: ଧାନରେ ଝଟକୁଛନ୍ତି ଜଗତରନାଥ ଜଗନ୍ନାଥ, ବାଲିଯାତ୍ରାରେ ସାଜିଛି ମୁଖ୍ୟ ଆକର୍ଷଣ

କଟକ: ଧାନରେ ଜଗନ୍ନାଥ । ବାଲିଯାତ୍ରାରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଧାନରେ ଜଗନ୍ନାଥ । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ବାସ୍ତବରେ ସତ । ନିଆଳି ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀର ମୁଖ୍ୟ ସୌଦାମିନୀ ମହାପାତ୍ର ଏହି ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ମୋଟ 30 ଜଣ ସଦସ୍ୟଙ୍କୁ ନେଇ ଏହି ଧାନରେ ଦେବାଦେବୀ ପ୍ରୋଜେକ୍ଟ ଆରମ୍ଭ କରି ସେ ଏବେ ବେଶ ଲାଭବାନ । କେବଳ ବାଲିଯାତ୍ରା ନୁହେଁ ବରଂ ରାଜ୍ୟ ବାହାରେ ପଡୁଥିବା ବଡବଡ ମେଳାରେ ମଧ୍ୟ ଏହି ଧାନରେ ତିଆରି ସାମଗ୍ରୀ ବିକ୍ରି କରୁଛନ୍ତି ସୌଦାମିନୀ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.