Gujarat poll: ନିର୍ବଚନୀ ରାଲିରେ ବିଜେପିକୁ ବିରୋଧ, ଶଗଡ ଗାଡିରେ ସିଲିଣ୍ଡର ରଖି ପ୍ରଚାର କଲେ କଂଗ୍ରେସ ପ୍ରାର୍ଥୀ - ଗୁଜୁରାଟ ବିଧାନସଭା ନିର୍ବାଚନ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17011375-998-17011375-1669214122730.jpg)
ଗାନ୍ଧୀନଗର: ନିର୍ବାଚନୀ ପ୍ରଚାର ସାଙ୍ଗକୁ ଦରଦାମ ବୃଦ୍ଧି ନେଇ ବିଜେପିକୁ ଟାର୍ଗେଟ । ଦରଦାମ ବୃଦ୍ଧିକୁ ପ୍ରତିବାଦ କରି ଗାଡି ପରିବର୍ତ୍ତେ ଶଗଡରେ ସିଲିଣ୍ଡର ରଖି ପ୍ରଚାର କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ । ଏପରି କିଛି ଘଟଣା ଗୁଜୁରାଟରେ ଦେଖିବାକୁ ମିଳିଛି (Congress candidate campaign in bullock cart)। ରାଜକୋଟ-ଦକ୍ଷିଣ ବିଧାନସଭା ଆସନକୁ ନିର୍ବାଚନ ଲଢୁଥିବା କଂଗ୍ରେସ ପ୍ରାର୍ଥୀ ହିତେଶ ବୋରା ଆଜି (ବୁଧବାର) ଏପରି ଭାବେ ଶଗଡରେ ଚଢି ପ୍ରଚାର କରିଥିବା ଦେଖିବାକୁ ମିଳିଛି । ଦରଦାମ ବୃଦ୍ଧି ପ୍ରତିବାଦରେ ସେ ଶଗଡରେ ଏକ ସିଲିଣ୍ଡର ମଧ୍ୟ ରଖିଥିବା ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:33 PM IST