ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବୀ - ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ
🎬 Watch Now: Feature Video
ବ୍ରହ୍ମପୁର: ଉଚ୍ଛେଦ ହୋଇଛି ଚୁକ୍ତିଭିତ୍ତିକ ଠିକା ନିଯୁକ୍ତି ବ୍ୟବସ୍ଥା । ଏନେଇ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ (odisha health contractual employees federation) ମଧ୍ୟ ଏହାକୁ ସ୍ବାଗତ କରିଥିଲା । କିନ୍ତୁ ଏମାନେ କୋଭିଡ ମହାମାରୀ ଭଳି ସମୟରେ ରୋଗୀଙ୍କ ସେବା କରିଥିଲେ ସୁଦ୍ଧା ଏମାନଙ୍କର ସ୍ଥାୟୀ ନିଯୁକ୍ତି କରାଯାଇ ନାହିଁ । ତେଣୁ ଏନେଇ ସ୍ଥାୟୀ ନିଯୁକ୍ତି ଦାବୀ କରି ବ୍ରହ୍ମପୁରରେ ଏକତ୍ରିତ ହେଲେ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ । ଅନ୍ୟପଟେ ଦାବି ପୂରଣ ନ ହେଲେ ବ୍ୟାପକ ଆନ୍ଦୋଳନ ପାଇଁ ଦେଲେ ଚେତାବନୀ ।
ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:31 PM IST