ପଛୁଆ ବର୍ଗ ମୋର୍ଚ୍ଚା ନେତୃତ୍ବରେ ଜିଲ୍ଲା ବ୍ୟାପି ଭାରତ ବନ୍ଦ ଡାକରା

🎬 Watch Now: Feature Video

thumbnail

By

Published : Nov 29, 2022, 5:13 PM IST

Updated : Feb 3, 2023, 8:34 PM IST

ନୂଆପଡା: ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଅଧ୍ୟକ୍ଷ ଚୌଧୁରୀ ବିକାଶ ପଟେଲଙ୍କ ଆହ୍ବାନ କ୍ରମେ ନୂଆପଡା ଜିଲ୍ଲା ପଛୁଆ ବର୍ଗ ମୋର୍ଚ୍ଚା ନେତୃତ୍ବରେ ଆଜି ଜିଲ୍ଲା ବ୍ୟାପି ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବର୍ଷରେ ପଛୁଆ ବର୍ଗ ଲୋକଙ୍କ ଜାତି ଭିତ୍ତିକ ଜନଗଣନା କରାଯାଉ । ପଛୁଆ ବର୍ଗ ଲୋକଙ୍କୁ 52 ପ୍ରତିଶ ଆରକ୍ଷଣ ବ୍ୟବସ୍ଥାକୁ ତୁରନ୍ତ ଲାଗୁ କରାଯାଉ । ବେସରକାରୀ ସ୍ତରରେ ସହିତ MSP ନିଶ୍ଚିତ କରିବା ଆଇନ ଲାଗୁ କରାଯାଉ । ଏଥିସହ EVM ଦ୍ବାରା ନିର୍ବାଚନ ବନ୍ଦ କରାଯାଉ । ଏଭଳି 11 ଦଫା ଦାବି ପୂରଣ ନେଇ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏନେଇ ଆନ୍ଦୋଳନକାରୀଙ୍କ ସହ ଆମ ନୂଆପଡା ପ୍ରତିନିଧି ସିଧାସଳଖ ଆଲୋଚନା କରିଛନ୍ତି... ଇଟିଭି ଭାରତ, ନୂଆପଡା
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.