ଦୁର୍ବଳ ହେଉଛି ଲଘୁଚାପ, ଉପକୂଳ ଓଡିଶାରେ ହେବନି ବଡ ବର୍ଷା - ଉପକୂଳ ଓଡ଼ିଶାରେ ହେବନି ବିଶେଷ ବର୍ଷା
🎬 Watch Now: Feature Video
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ବାଲେଶ୍ବର ଓ ସାଗର ଦୀପ ମଧ୍ୟରେ ଏହା ଗଭୀର ଅବପାତର ରୂପ ନେଇ ଉପକୂଳ ଅତିକ୍ରମ କରିଛି । ଆଜି ଏହା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଏଣୁ ଉପକୂଳ ଓଡ଼ିଶାରେ ବିଶେଷ ବର୍ଷା ହେବ ନାହିଁ ବୋଲି କହିଛନ୍ତି ଆଇଏମଡ଼ି ଡିଜି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:27 PM IST