thumbnail

By

Published : Aug 6, 2022, 7:04 PM IST

Updated : Feb 3, 2023, 8:25 PM IST

ETV Bharat / Videos

Azadi ka Amrit Mahotsav: ଦେଶ ପ୍ରେମ ବଢ଼ାଇବ ମୋ ମାଆ ମୋ ଦେଶ, ସୁନାର ଭାରତ ବର୍ଷ ଗୀତ

କଟକ: ୭୫ ତମ ସ୍ବାଧୀନତା ଦିବସ ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କା ଅମୃତ ମହୋତ୍ସଵ । ଏହି ଅବସରରେ କଟକରେ ରେକର୍ଡ କରାଯାଇଛି ଏକ ଦେଶ ପ୍ରେମ ଭିତ୍ତିକ ଗୀତ। ଯାହାର ନାଁ ରହିଛି ‘ମୋ ମା ମୋ ଦେଶ, ସୁନାର ଭାରତ ବର୍ଷ’ । ଏହାର ଗୀତିକାର ଅଜୟ କୁମାର ସେଠୀ ରହିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ରହିଛନ୍ତି ପବିତ୍ର ପଟ୍ଟନାୟକ । 6 ଜଣ ଓଲିଉଡ ଜଗତର ଆଗଧାଡ଼ିର ଗାୟକ ଏହି ଗୀତରେ କଣ୍ଠଦାନ କରିଛନ୍ତି । ଆସନ୍ତା 12 ତାରିଖରେ ଏହା 40ଟି ଦେଶରେ ରିଲିଜ ହେବ । ଏହାଦ୍ବାରା ଭାରତ ବର୍ଷର ସୁନାମ ଗାରିମାକୁ ଆହୁରି ବିକଶିତ କରିବ ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:25 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.