ଅସହାୟଙ୍କ ସହ ଦୀପାବଳି ପାଳିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, ପିଲାଙ୍କ ସହ ନାଚିଲେ ଶିବରାଜ - ଆଲୋକର ପର୍ବ ଦୀପାବଳି
🎬 Watch Now: Feature Video

ଭୋପାଳ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଏନେଇ ଉତ୍ସବମୁଖର ପୁରପଲ୍ଲୀ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଉତ୍ସବ ପାଳନ କରି ଭାଇଚାରା ବାର୍ତ୍ତା ଦେଇଥାନ୍ତି । ହିନ୍ଦୁମାନେ ଏହାକୁ ଏକ ମୁଖ୍ୟ ପର୍ବ ଭାବେ ଘରେ ନାନାଦି ପାରମ୍ପରିକ ରୀତିନୀତିରେ ପାଳନ କରନ୍ତି । ଏହି ପର୍ବରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ତାଙ୍କ ପତ୍ନୀ କୋରୋନାରେ ବାପାମାଆଙ୍କୁ ହରାଇଥିବା ପିଲାମାନଙ୍କ ସହ ଦିପାବଳୀ ପାଳନ କରିଛନ୍ତି । ପିଲାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନାଚୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:29 PM IST