ରାତିରେ ଡ୍ରୋନ୍ ରେସିଂ ପ୍ରତିଯୋଗିତା, ଦେଖନ୍ତୁ ଦର୍ଶନୀୟ ଦୃଶ୍ୟ - ଲାଇଭ ନାଇଟ୍ ଡ୍ରୋନ୍ ରେସିଂ
🎬 Watch Now: Feature Video
ଉତ୍ତରାଖଣ୍ଡ: ରାଜ୍ୟର ସ୍ଥାପନା ଦିବସରେ ଆଇଟିଡିଏ ପକ୍ଷରୁ ଦୁଇ ଦିନିଆ ଲାଇଭ ନାଇଟ୍ ଡ୍ରୋନ୍ ରେସିଂ (Live Night Drone Racing organized in Dehradun) ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଅଂଶଗ୍ରହଣ କରିଥିଲେ ଦେଶର 10 ଟି ଡ୍ରୋନ୍ ପାଇଲଟ୍ । ଡ୍ରୋନ ରେସିଂରେ ପାରଙ୍ଗମ ଥିବା ଅନେକ ଡ୍ରୋନ୍ ପାଇଲଟ୍ ଭାଗ ନେଇଥିଲେ । ତେବେ ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଉତ୍ତରାଖଣ୍ଡରେ ଡ୍ରୋନ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହିତ କରିବା ବୋଲି କହିଛନ୍ତି ଉତ୍ତରାଖଣ୍ଡର ଆଇଟିଡିଏ ନିର୍ଦେଶକ ଅମିତ କୁମାର ସିହ୍ନା।
Last Updated : Feb 3, 2023, 8:32 PM IST