LokSabha: ଜୟପୁର ବିକ୍ରମ ଦେବ କଲେଜକୁ ମିଳୁ ବିଶ୍ୱବିଦ୍ୟାଳୟ ମାନ୍ୟତା: କୋରାପୁଟ ସାଂସଦ
🎬 Watch Now: Feature Video
ନୂଆଦିଲ୍ଲୀ: କୋରାପୁଟ ଜୟପୁର ସ୍ଥିତ ବିକ୍ରମ ଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ ଲୋକସଭାରେ ଦାବି କଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ।
Last Updated : Feb 3, 2023, 8:36 PM IST