କଟକରେ ଜମିଲା ଭସାଣୀ ଯାତ୍ରା, ବିଶାଳ ଶୋଭାଯାତ୍ରାରେ ମେଲାଣି ନେଲେ ମା' କାଳୀ

By

Published : Oct 28, 2022, 10:34 PM IST

Updated : Feb 3, 2023, 8:30 PM IST

thumbnail
କଟକ: ବିଦାୟ ନେଲେ ମା' କାଳୀ । ଆଜି କଟକରେ ଧୁମଧାମରେ ମା'ଙ୍କ ଭସାଣୀ ଶେଷ ହୋଇଛି । 90ଟି ମଣ୍ଡପରୁ ମା’ ମେଲାଣି ନେଇଛନ୍ତି । ତେବେ ଭଳିକି ଭଳି ବାଦ୍ୟ ନୃତ୍ୟରେ କମ୍ପୁଛି ସାରା ସହର । ଭସାଣ ଦେଖିବା ପାଇଁ କଟକର ବାଉନ ବଜାର ତେପନ ଗଳିରେ ଭିଡ଼ ଜମାଇଛନ୍ତି କଟିକିଆ । ଅନ୍ୟପଟେ ଯେଉଁ ମାର୍ଗ ଦେଇ ମେଢ଼ ଦେବୀଗଡାକୁ ବିସର୍ଜନ ପାଇଁ ଯାଉଛି ସେଠାରେ କମିଶନରେଟ ପୋଲିସ ଅଧିକାରୀ ମୁତୟନ ରହିଛନ୍ତି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.