ରାସ୍ତା ମଝିରେ ଯୁବତୀଙ୍କ ଗୁଣ୍ଡାଗିରି, ଭିଡିଓ ଭାଇରାଲ

By

Published : Dec 25, 2022, 2:08 PM IST

Updated : Feb 3, 2023, 8:37 PM IST

thumbnail
ଡେରାଡୁନ: ବିଚ ରାସ୍ତାରେ ଯୁବତୀଙ୍କ ହାଇଭୋଲଟେଜ ଡ୍ରାମା । ରାସ୍ତା ଉପେ ଯୁବତୀଙ୍କୁ ମାଡ ମାରିଲେ ତିନିରୁ ୪ ଜଣ ଯୁବତୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଜଣେ ଯୁବତୀ ଏକ ବାଡିରେ ମାଡ ମରାଯାଉଥିବା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡର ରୁଡକି ଅଞ୍ଚଳର । ତେବେ କେଉଁ କାରଣରୁ ଯୁବତୀଙ୍କ ମଧ୍ୟ ଏପରି ଗଣ୍ଡଗୋଳ ହେଲା ତାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.