ବିଶ୍ୱ ଚମ୍ପିଆନ୍ ହେଲା ଆର୍ଜେଣ୍ଟିନା, ମାଗଣାରେ ବାଣ୍ଟିଲେ ବିରିୟାନୀ - ଫିଫା ବିଶ୍ବକପ
🎬 Watch Now: Feature Video

କେରଳ: ଫିଫା ବିଶ୍ବକପ ୨୦୨୨ରେ ଚମ୍ପିଆନ ହୋଇଛି ଆର୍ଜେଣ୍ଟିନା । ସୁବୁଆଡେ ସେଲିବ୍ରେସନର ମାହୋଲ । କେବଳ ଆର୍ଜେଣ୍ଟିନା ନୁହଁ ଭାରତରେ ମଧ୍ୟ ପ୍ରଶଂସକମାନେ ଆର୍ଜେଣ୍ଟିନା ବିଜୟ ଖୁସିକୁ ନିଆରା ଢଙ୍ଗରେ ମନାଇଛନ୍ତି । କିଏ ୧୫୦୦ ଲୋକଙ୍କୁ ବିରିୟାନି ବାଣ୍ଟିଛି ତ କିଏ ୨୦୦ କେଜି ମାଛ ବାଣ୍ଟି ନିଜର ଖୁସି ବ୍ୟକ୍ତ କରିଛନ୍ତି । ଇଟିଭି ଭାରତ, କେରଳ
Last Updated : Feb 3, 2023, 8:36 PM IST