ବିଶ୍ବକପ ଜିତିଲା ଇଂଲଣ୍ଡ, ପାକିସ୍ତାନକୁ ଇମ୍ରାନଙ୍କ ପ୍ରଶଂସା - ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

🎬 Watch Now: Feature Video

thumbnail

By

Published : Nov 13, 2022, 11:05 PM IST

Updated : Feb 3, 2023, 8:32 PM IST

ହାଇଦ୍ରାବାଦ: ଚଳିତ ବର୍ଷ ଟି୨୦ ବିଶ୍ବକପ ଫାଇନାଲରେ ପାକିସ୍ତାନକୁ ହରାଇ ବିଶ୍ବ ବିଜେତା ବନିଛି ଇଂଲଣ୍ଡ । ତେବେ ଏହି ଅବସରରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସିଛି । ପୂର୍ବତନ ପାକିସ୍ତାନ ଅଧିନାୟକ ତଥା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରତିକ୍ରିୟା ରଖିଛନ୍ତି । ବିଶ୍ବକପ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ଥିବାରୁ ଦଳକୁ ଶୁଭେଚ୍ଛା ଜଣାଇବା ସହ ଦଳର ବୋଲିଂ ଧାରାକୁ ପ୍ରଶଂସା କରିଛନ୍ତି ଇମ୍ରାନ । ଏହାସହ ଦଳର ଅଧିନାୟକ ବାବର ଆଜମଙ୍କୁ ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଟର ବୋଲି କହି ପ୍ରଶଂସା କରିଛନ୍ତି ।
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.