thumbnail

By

Published : Nov 13, 2022, 3:12 PM IST

Updated : Feb 3, 2023, 8:32 PM IST

ETV Bharat / Videos

ଟିକେଟ୍ ନମିଳିବାରୁ ବିଦ୍ୟୁତ ଟାୱାର ଉପରେ ଚଢିଲେ ଆପ୍ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ପୌର ନିର୍ବାଚନ(MCD polls)ରେ ପ୍ରତିଦ୍ବନ୍ଦିତା ପାଇଁ ଟିକେଟ ନ ମିଳିବାରୁ ବିଦ୍ୟୁତ ଟାୱାର ଉପରେ ଚଢିଲେ ଆମ୍ ଆଦମୀ ପାର୍ଟି ନେତା । ଆପ୍‌ର ପୂର୍ବତନ କାଉନସିଲର ହସୀବ ଉଲ୍ ହସନ ଆଜି ଦିଲ୍ଲୀ ସ୍ଥିତ ଶାସ୍ତ୍ରୀ ପାର୍କ ମେଟ୍ରୋ ଷ୍ଟେସନ ନିକଟରେ ଥିବା ବିଦ୍ୟୁତ ଟାୱାର ଉପରକୁ ଚଢି ଯାଇଛନ୍ତି । ସେ ଗାନ୍ଧୀନଗରରୁ ନିର୍ବାଚନ ଲଢିବା ପାଇଁ ଚାହୁଁଥିଲେ । ମାତ୍ର ଦଳରୁ ଟିକେନ ନ ପାଇବାରୁ ଅସନ୍ତୋଷ ପ୍ରକାଶ କରି ଏପରି ଟାୱାର ଉପରେ ଚଢି ଯାଇଥିବାର ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.