thumbnail

ଭାଇଚାରାର ସହର କଟକରେ ନିଆରା ଦୃଶ୍ୟ, ଇଦ୍‌-ମିଲାଦୁନ-ନବିରେ ଖାଦ୍ୟ ବାଣ୍ଟିଲେ ହିନ୍ଦୁ

By

Published : Oct 9, 2022, 4:37 PM IST

Updated : Feb 3, 2023, 8:29 PM IST

ସିଲଭର ସିଟି କଟକ ସବୁବେଳେ ନିଜର ଭାଇଚାରା ମନବୃତ୍ତି ପାଇଁ ସମଗ୍ର ଭାରତ ବର୍ଷରେ ଏକ ଅନନ୍ୟ ପରିଚୟ ସୃଷ୍ଟି କରିସାରିଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକ ସହରର ଓଡିଆ ବଜାର ଅଞ୍ଚଳରେ । ଆଜି ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜନ୍ମ ଜୟନ୍ତୀ । ଏହି ଅବସରରେ କଟକରେ ମହାପୁରୁଷ ମହମ୍ମଦଙ୍କ ବାଣୀକୁ ଅନୁସରଣ କରିବା ପାଇଁ ଏହି ଦିନକୁ ଇଦ-ମିଲାଦୁନ-ନବି ଭାବେ ଇସଲାମ ଧର୍ମାବଲମ୍ବୀମାନେ ପାଳନ କରିଥାନ୍ତି । ଏହାସହ କଟକ ଓଡ଼ିଆ ବଜାର ଠାରେ ମୁସଲମାନ ଶ୍ରାଦ୍ଧଳୁ ମାନଙ୍କୁ ହିନ୍ଦୁମାନେ ଖାଦ୍ୟ ପରଷିଥିବା ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.