ଖୋର୍ଦ୍ଧାରେ ଘନ କୁହୁଡ଼ି ଆସ୍ତରଣ, ଦିଶୁନି ରାସ୍ତଘାଟ

By

Published : Nov 4, 2022, 8:55 AM IST

Updated : Feb 3, 2023, 8:31 PM IST

thumbnail
ଘନ କୁହୁଡ଼ିରେ ଘୋଡେଇ ହୋଇଛି ଖୋର୍ଦ୍ଧା ଜିଲ୍ଲା। ଆଜି ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । କୁହୁଡ଼ିର ଘନତା ଏତେ ଅଧିକ ରହିଛି ଯେ, 10 ମିଟର ଦୂରକୁ କିଛି ଦୃଶ୍ୟମାନ ହେଉନାହିଁ । ଯାହା ଫଳରେ ଲୋକେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । ଗାଡି ମୋଟର ଚଳାଚଳ ବ୍ୟାହତ ହୋଇଛି । କୁହୁଡ଼ି ଯୋଗୁଁ ଦୁର୍ଘଟଣା ହେବାର ଭୟ ମଧ୍ୟ ରହିଛି । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.