thumbnail

By

Published : Sep 11, 2022, 3:11 PM IST

Updated : Feb 3, 2023, 8:27 PM IST

ETV Bharat / Videos

WATCH VIDEO: ଭୟଙ୍କର ଦୁର୍ଘଟଣା, କାର୍‌କୁ ୨କିମି ଘୋଷାଡ଼ିନେଲା ଟ୍ରକ୍‌

ମହାରାଷ୍ଟ୍ର ଅହମ୍ମଦାନଗର-ପୁଣେ ହାଇୱେ (Pune-Ahmednagar highway) ନିକଟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଲରି (ମାଲ୍‌ବାହୀ ଟ୍ରକ୍‌) ପ୍ରାୟ ୨ କି.ମି ଏକ କାର୍‌କୁ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟଣାର ଭୟାନକ ଦୃଶ୍ୟ ସିସିଟିଭି କ୍ୟାମରାରେ କଏଦ ହୋଇଛି । ଏହି ଦୁର୍ଘଟଣା ଘଟିବା ସମୟରେ କାର୍‌ରେ ମୋଟ ୪ ଜଣ ଯାତ୍ରୀ ଥିଲେ । ପୁଣେ-ଅହମ୍ମଦାନଗର ହାଇୱେ ନିକଟ ଶିକ୍ରପୁରରେ ଘଟିଛି ଏହି ଦୁର୍ଘଟଣା । କାର୍‌କୁ ଧକ୍କା ଦେଇ ଘୋଷାଡ଼ି ନେବାବେଳେ ରାସ୍ତାରେ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.