ପଦ୍ମପୁର ଲଢ଼େଇ ପାଇଁ କଂଗ୍ରେସ ପ୍ରସ୍ତୁତ ରହିଛି: ସୁର

By

Published : Nov 8, 2022, 10:44 PM IST

Updated : Feb 3, 2023, 8:31 PM IST

thumbnail
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ରଣନୀତି ଆରମ୍ଭ ହେଲାଣି । ଧାମନଗର ପରେ ପଦ୍ମପୁରରେ ମଧ୍ୟ ବଡ଼ ବିଜୟ ପାଇଁ ପ୍ରସ୍ତୁତ ହେଉଛି ବିଜେପି । ସେପଟେ ବିଜେଡି ମଧ୍ୟ ନିଜର ଆକ୍ସନ ପ୍ଲାନ ପ୍ରସ୍ତୁତ କଲାଣି । ତେବେ ପଦ୍ମପୁରରେ କଂଗ୍ରେସ ସ୍ଥିତି ଭଲ ରହିଛି ଓ ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ଦଳ ଟିକେଟ ଦେଲେ ସେ ଜିତିବେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.