thumbnail

By

Published : Jan 11, 2023, 5:59 PM IST

Updated : Feb 3, 2023, 8:38 PM IST

ETV Bharat / Videos

Hockey World Cup Opening Ceremony: ଉଦଘାଟନୀ ଉତ୍ସବରେ ପ୍ରତିକ୍ରିୟା ରଖିଲେ ସୁର

କଟକ: ସାରା ରାଜ୍ୟରେ ହକି ଫିଭର । ଆଜି କଟକ ବାରବାଟୀ ଷ୍ଟାଡିୟମରେ ହେବ ହକି ମହାକୁମ୍ଭର ଉଦଘାଟନୀ ଉତ୍ସବ । ତେଣୁ ଷ୍ଟାଡିୟମରେ ପ୍ରଶଂସକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିବା ବେଳେ ଟ୍ରାଫିକ ଓ ପାର୍କିଂ ଉପରେ ନଜର ରଖିଛି କମିଶନରେଟ ପୋଲିସ । ଅନ୍ୟପଟେ ଏହି ଉଦଘାଟନୀ ଉତ୍ସବ ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ହକି ବିଶ୍ବକପର ଉଦଘାଟନୀ ଉତ୍ସବ ପାଇଁ କଂଗ୍ରେସ ବିଧାୟକ ସୁର ରାଉତ ରାୟ କୃଷି ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.