thumbnail

By

Published : Oct 23, 2022, 8:25 PM IST

Updated : Feb 3, 2023, 8:29 PM IST

ETV Bharat / Videos

ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ପରେ ଜମ୍ମୁରେ ସେଲିବ୍ରେସନ, ଦେଖନ୍ତୁ ଭିଡିଓ

ଶ୍ରୀନଗର: ଟି-୨୦ ବିଶ୍ବକପରେ ଆଜି (ରବିବାର) ମେଲବର୍ଣ୍ଣରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ଭାରତ ହରାଇବା ପରେ ଜମ୍ମୁରେ ଦେଖିବାକୁ ମିଳିଛି ସେଲିବ୍ରେସନର ମାହୋଲ । ସ୍ଥାନୀୟ ଯୁବକମାନେ ହାତରେ ତ୍ରିରଙ୍ଗା ଧରି, ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୬୦ ରନ୍‌ ଟାର୍ଗେଟ ଦେଇଥିଲା ପାକିସ୍ତାନ । ଜବାବରେ ଭାରତ ବିରାଟ କୋହଲିଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଟାର୍ଗେଟ ହାସଲ କରି ନେଇଛି । ଏହି ବିଜୟ ପରେ ସାରା ବିଶ୍ବରେ ଥିବା ଭାରତୀୟ ଓ କ୍ରିକେଟପ୍ରେମୀ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳୁଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.