Padmapur ByPoll Result: ବିଜେଡି ପାର୍ଟି ଅଫିସ୍‌ରେ ସେଲିବ୍ରେସନ୍‌

By

Published : Dec 8, 2022, 6:30 PM IST

Updated : Feb 3, 2023, 8:35 PM IST

thumbnail
ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ବିଜେଡିର ବାଜିମାତ୍ । ପ୍ରକାଶ ପାଇଛି ପଦ୍ମପୁର ଉପନିର୍ବାଚନ ଫଳାଫଳ (Padmapur ByPoll Result) । ୪୨ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିଜୟ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ବରିହାଙ୍କ ବିପୁଳ ସଂଖ୍ୟାରେ ବିଜୟ ପରେ ବିଜେଡି ପାର୍ଟି ଅଫିସ ଦେଖାଦେଇଛି ସେଲିବ୍ରେସନର ମାହୋଲ୍ ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.