୫୭ ବର୍ଷରେ ସାଇକେଲରେ ୪୭୦ କିଲୋମିଟର ଯାତ୍ରା, ଚର୍ଚ୍ଚାରେ ବ୍ରହ୍ମପୁରର କେ ତିରୁମଲ
🎬 Watch Now: Feature Video
ବ୍ରହ୍ମପୁର: ସାଇକେଲରେ ମନାଲିରୁ ଖାଡୁଙ୍ଗଲା ପରିକ୍ରମା । ୧୨ ଦିନରେ ଦୀର୍ଘ ୪୭୦ କିଲୋମିଟର ପାହାଡ ରାସ୍ତାକୁ ସାଇକେଲ ଏକ୍ସପେଡିସନ୍ ମାଧ୍ୟମରେ ଅତିକ୍ରମ କରିଛନ୍ତି ୫୭ ବର୍ଷୀୟ କେ.ତିରୁମଲ କୁମାର । ବ୍ରହ୍ମପୁରର ପୁଅ ତିରୁମୁଲ ନିଜ ଅଞ୍ଚଳକୁ ଫେରିବା ପରେ ସହରରେ ଦିଆଯାଇଛି ବ୍ୟାପକ ସମ୍ବର୍ଦ୍ଧନା । ଏହି ଅବସରରେ କେ.ତିରୁମଲ କୁମାରଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।
Last Updated : Feb 3, 2023, 8:25 PM IST