thumbnail

By

Published : Aug 2, 2022, 2:02 PM IST

Updated : Feb 3, 2023, 8:25 PM IST

ETV Bharat / Videos

ଶିମିଳିପାଳ ଅଭୟାରଣ୍ୟରେ ବିରଳ ବ୍ଳାକ ଟାଇଗର୍‌

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ଏକ ବିରଳ ପ୍ରଜାତିର କଳାବାଘ ବାଘ ଘୁରି ବୁଲୁଥିବା ନେଇ ଭିଡିଓ ଭାଇରାଲ । ଏହାକୁ ନେଇ ଟୁଇଟ କରିଛନ୍ତି IFS ସୁଶାନ୍ତ ନନ୍ଦ । ଏହି ଭିଡ଼ିଓଟି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ହୋଇଥିବା ସ୍ପଷ୍ଟ କରିଛନ୍ତି । ତେବେ ଏହା କେବେକାର ଭିଡ଼ିଓ ତାହା ଜଣା ପଡିନଥିଲେ ମଧ୍ୟ ଭିଡ଼ିଓଟି ଗତ ଡ଼ିସେମ୍ବର ୨୦୨୧ର ଭିଡ଼ିଓ ବୋଲି ରିଜୋନାଲ ଚିଫ କୋଂଜୋରଭେଟର (RCCF) ପି.ଏସ. ଅଶୋକ କୁମାର ଫୋନ ମାଧ୍ୟରେ ସୂଚନା ପ୍ରଦାନ କରିଛନ୍ତି । ତେବେ ଏହି Melanistic Tiger ଟି ବିରଳ ହୋଇଥିବାବେଳେ ଏହା କେବଳ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହିଁ ଦେଖା ଯାଉଥିବା କୁହାଯାଇଛି ।
Last Updated : Feb 3, 2023, 8:25 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.