Delhi Mayor polls: BJP-AAP କାଉନସିଲରଙ୍କ ବିକ୍ଷୋଭ, ହୋହଲ୍ଲାରେ କମ୍ପିଲା ମତଦାନ କେନ୍ଦ୍ର - ଦିଲ୍ଲୀ ମେୟର ନିର୍ବାଚନ କାଉନସିଲରଙ୍କ ବିକ୍ଷୋଭ

🎬 Watch Now: Feature Video

thumbnail

By

Published : Jan 6, 2023, 12:58 PM IST

Updated : Feb 3, 2023, 8:38 PM IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମେୟର ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ସମୟରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ଓ ଆପ ମଧ୍ୟରେ ବିକ୍ଷୋଭ ହୋଇଛି ( BJP and AAP councillors clash )। ମତଦାନ କେନ୍ଦ୍ର ଆଗରେ ପରସ୍ପର ମୁହାମୁହିଁ ହୋଇଛି । ପରସ୍ପର ବିରୋଧରେ ସ୍ଲୋଗାନ ଦେଇଛନ୍ତି । ଦୁଇଦଳର କାଉନସିଲରମାନେ ଜୋରଦାନ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.