ପରିବେଶ ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର, ସାଇକେଲ ଯୋଗେ ଯୁବକଙ୍କ ଦିଲ୍ଲୀ ଅଭିଯାନ - ଭଦ୍ରକ ଖବର
🎬 Watch Now: Feature Video
ଭଦ୍ରକ : ପରିବେଶ ସୁରକ୍ଷା ପାଇଁ ଯୁବକଙ୍କ ସାଇକେଲ ଯୋଗେ ଦିଲ୍ଲୀ ଅଭିଯାନ । ଏହାକୁ ନେଇ ଚର୍ଚ୍ଚାରେ ସଞ୍ଜୟ କୁମାର ପଣ୍ଡା । ସୁସ୍ଥ ଓ ସବୁଜ ପରିବେଶ ପାଇଁ ଗଛ କଟାକୁ ବନ୍ଦ କରିବା, ବ୍ୟାପକ ବୃକ୍ଷ ରୋପଣ କରିବା ସହ ଏକ ଜାତୀୟ ଆଇନ ଆଣିବା ପାଇଁ ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ଉତ୍ତରବାହିନୀ ଅଞ୍ଚଳର ସଞ୍ଜୟ ସାଇକେଲ ଯୋଗେ ଦିଲ୍ଲୀ ଯାତ୍ରା କରିଛନ୍ତି । ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତିଙ୍କୁ ଭେଟି ପରିବେଶ ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ କରିବେ । ଇଟିଭି ଭାରତ, ଭଦ୍ରକ
Last Updated : Feb 3, 2023, 8:26 PM IST