ବଲାଙ୍ଗୀର ଦିନ୍ ପାଳିଲେ ବଲାଙ୍ଗୀରବାସୀ - ନଭେମ୍ବର 1 ତାରିଖରେ ବଲାଙ୍ଗୀର ଜିଲ୍ଲା ଗଠନ ହୋଇଥିଲା
🎬 Watch Now: Feature Video
ବଲାଙ୍ଗୀର: ଧୁମଧାମରେ ପାଳନ ହେଲା ବଲାଙ୍ଗୀର ଦିନ୍ । ନଭେମ୍ବର 1 ତାରିଖରେ ଗଠନ ବଲାଙ୍ଗୀର ଜିଲ୍ଲା ଗଠନ ହୋଇଥିଲା । ସ୍ବତନ୍ତ୍ର ଜିଲ୍ଲା ଭାବେ ପରିଚୟ ପାଇବା ପରେ ଏହି ଦିନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଏହି ଦିନକୁ ବେଶ ଆଡ଼ମ୍ବରେ ପାଳନ କରନ୍ତି ବଲାଙ୍ଗୀରବାସୀ । ଏହି ଅବସରରେ ବିରାଟ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ପାରମ୍ପରିକ ଘଣ୍ଟବାଦ୍ୟ, ଲୋକ ନୃତ୍ୟରେ ଝୁମି ଉଠିଥିଲା ପୁରା ସହର।
ଇଟିଭି ଭାରତ, ବଲାଙ୍ଗୀର
Last Updated : Feb 3, 2023, 8:31 PM IST