FIFA World Cup: ଟ୍ରଫି ଉଠାଇଲେ କ୍ୟାପଟେନ୍, ଦେଖନ୍ତୁ ଆର୍ଜେଣ୍ଟିନାର ସେଲିବ୍ରେସନ

By

Published : Dec 19, 2022, 4:53 PM IST

Updated : Feb 3, 2023, 8:36 PM IST

thumbnail
ଦୋହା :ଟ୍ରଫି ଉଠାଇଲେ ଅଧିନାୟକ ଲିଓନେଲ ମେସି । 36 ବର୍ଷ ପରେ ଫିଫା ବିଶ୍ବକପ ମୁକୁଟ ପିନ୍ଧିଛି ଆର୍ଜେଣ୍ଟିନା । ଏ ଯାତ୍ରାରେ ମେସିଙ୍କ ମ୍ୟାଜିକ ଦେଖିବାକୁ ମିଳିଛି । ଫ୍ରାନ୍ସକୁ 4-2 ଗୋଲରେ ପରାସ୍ତ କରି ତୃତୀୟ ଥର ପାଇଁ ଫିଫା ବିଶ୍ବକପ ଟ୍ରଫି ହାତେଇଛି ଆର୍ଜେଣ୍ଟିନା । ଡିଫେଣ୍ଡିଂ ଚମ୍ପିଆନ ଫ୍ରାନ୍ସକୁ ହରାଇ 36 ବର୍ଷ ପରେ ଫିଫା ବିଶ୍ବକପ ମୁକୁଟ ପିନ୍ଧିଛି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଫୁଟବଲ ଟିମ । ପୂର୍ବରୁ 1978 ଓ 1986ରେ ଚମ୍ପିଆନ ହୋଇଥିଲା । ଟ୍ରଫି ଉଠାଇବା ପରେ ଆର୍ଜେଣ୍ଟିନାର ସେଲିବ୍ରେସନ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି ।
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.