ସକାଳୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ
🎬 Watch Now: Feature Video
କେନ୍ଦୁଝର: ଘଟଗାଁ ରାଣୀ ମାଆ ତାରିଣୀ । ମାଆଙ୍କ ମହିମା ଅପାର । ସକାଳୁ ସକାଳୁ ମାଆ ତାରିଣୀଙ୍କ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପ କ୍ଷୟ ହୋଇ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି । ମାଆଙ୍କ ଏହି ଦିବ୍ୟ ଆଳତୀ ଦର୍ଶନ କରି ଆର୍ଶୀବାଦ ଲାଭ କରନ୍ତୁ ।
Last Updated : Feb 3, 2023, 8:39 PM IST