ଧୁମଧାମରେ ମାଟି ମା‘ ଓ ଲଙ୍ଗଳକୁ ପୂଜାକରି ଅକ୍ଷୟ ତୃତୀୟା ପାଳିଲେ ଚାଷୀ - ଓଡିଆ ସଂସ୍କୃତିରେ ରହିଛି ଅକ୍ଷୟ ତୃତୀୟା ମହତ୍ବ

🎬 Watch Now: Feature Video

thumbnail

By

Published : Apr 23, 2023, 9:16 PM IST

ଢେଙ୍କାନାଳ: ଓଡିଆ ସଂସ୍କୃତିରେ ରହିଛି ଅକ୍ଷୟ ତୃତୀୟା ମହତ୍ବ । ଲୋକେ ଏହାକୁ କୃଷି ଭିର୍ତ୍ତିକ ପର୍ବ କହୁଥିଲେ ହେଁ ଆଜିର ଦିନରୁ ବିଭିନ୍ନ ଶୁଭକର କାର୍ଯ୍ୟ ଆରମ୍ଭ କରନ୍ତି ଓଡ଼ିଆ । ଏହି ଦିନରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଶ ଆଡମ୍ବର ସହକାରେର ଅକ୍ଷୟ ତୃତୀୟା ପାଳନ କାରାଯାଏ ।  ଢେଙ୍କାନାଳ ଜିଲ୍ଲା ଭୁବନ ଏକ ଚାଷୀ ଭିତ୍ତିକ ଗ୍ରାମ ହୋଇଥିବାରୁ ଏଠାରେ ପବିତ୍ର ଅକ୍ଷୟ ତୃତୀୟାକୁ ନେଇ ଉତ୍ସବମୂଖର ହୋଇ ଉଠିଛି ସ୍ଥାନୀୟ ଅଞ୍ଚଳ । ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇବାକୁ ଯାଇ ଏଠାରେ ଚାଷୀକୁଳ ଏକପ୍ରକାର ଉତ୍ସାହିତ ହୋଇ ଉଠିଛି । ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରୁ ଏକ ଶୋଭାଯାତ୍ରାରେ ବାହାରି କୃଷକମାନେ ସ୍ଥାନୀୟ ବୁଦ୍ଧେଶ୍ବର ଓ ହେଙ୍ଗୁଳେଇଠାରେ ଅଖିମୂଠୀ ପାଳିଥିଲେ । ଥିବାବେଳେ ବେସ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି ଅକ୍ଷୟ ତୃତୀୟା । ତେବେ ଆଜି ଅଖିମୁଠି ଅନୁକୂଳରେ ଶହଶହ ଚାଷୀ ହଳଲଙ୍ଗଳ ନେଇ ମାଆ ମାଟିକୁ ପୂଜା କରି ଅଖିମୁଠି ଅନୁକୂଳ କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.