ଦିଲ୍ଲୀ ବିମାନ ବନ୍ଦରରେ 70 କୋଟିର ହେରୋଇନ ଜବତ, ଦେଖନ୍ତୁ ଭିଡିଓ - Air Customs at Delhis IGI Airport
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-16795907-thumbnail-3x2-klhnk.jpg)
ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବଡ ଧରଣର ହେରୋଇନ ଚାଲାଣକୁ ପଣ୍ଡ କରିବାରେ ସଫଳତା ମିଳିଛି (Air Customs at Delhi Airport seized 9 kg of Heroin)। ଜୋହାନ୍ସବର୍ଗରୁ ଦୋହା ଦେଇ ଦିଲ୍ଲୀ ଆସିଥିବା ଜଣେ ବେଲିଜ ନାଗରିକ (Belize national)ଙ୍କ ବ୍ୟାଗରୁ ପ୍ରାୟ 9 କେ.ଜି ଓଜନର ହେରୋଇନ ଜବତ କରିଛନ୍ତି ବିମାନ ବନ୍ଦରର ଏୟାର କଷ୍ଟମ ବିଭାଗର ଅଧିକାରୀ । ଜବତ ନିଶାଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ 70 କୋଟି ହେବ ବୋଲି ଅନୁମାନ କାରଯାଇଛି । ଦେଖନ୍ତୁ କିପରି ଟ୍ରଲି ବ୍ୟାଗ ଭିତରେ ଲୁଚାଯାଇଥିବା ନିଶାଦ୍ରବ୍ୟକୁ ଠାବ କରିଥିଲେ ଅଧିକାରୀ ।
Last Updated : Feb 3, 2023, 8:30 PM IST