Rashtriya Ekta Diwas: ଷ୍ଟାଚ୍ୟୁ ଅଫ ୟୁନିଟିରେ ମ୍ୟୁଜିକାଲ ବ୍ୟାଣ୍ଡ ପ୍ରଦର୍ଶନ କରିବେ ଆଦିବାସୀ ଛାତ୍ରଛାତ୍ରୀ

By

Published : Oct 29, 2022, 7:52 PM IST

Updated : Feb 3, 2023, 8:30 PM IST

thumbnail
ଗାନ୍ଧୀନଗର: 31 ତାରିଖରେ ଦେଶ ପାଳିବ ରାଷ୍ଟ୍ରୀୟ ଏକତା ଦିବସ (Rashtriya Ekta Diwas)। ଗୁଜୁରାଟର କେଭାଡିଆରେ ଥିବା ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ ୟୁନିଟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମରେ ମ୍ୟୁଜିକାଲ ବ୍ୟାଣ୍ଡ ପ୍ରଦର୍ଶିତ କରିବେ ଆଦିବାସୀ ଛାତ୍ରଛାତ୍ରୀ । ଷ୍ଟାଚ୍ୟୁ ଅଫ ୟୁନିଟରେ ଜାରି ରହିଛି ଅଭ୍ୟାସ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:30 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.