ଖଇନି ଗୋଦାମରେ ପୋଲିସର ଚଢାଉ, 3 ଗିରଫ - ପୋଲିସର ଚଢାଉ
🎬 Watch Now: Feature Video

ଭଞ୍ଜନଗର: କୋରୋନା ମହାମାରୀରେ ସାରାଦେଶ ଲକଡାଉନ ଥିବାବେଳେ କଳାବଜାରୀ ସକ୍ରିୟ ହୋଇ ଉଠିଛନ୍ତି । ପୋଲିସର ଚଢ଼ାଉ ସତ୍ତ୍ବେ ଜାରି ରହିଛି କଳା ସାମ୍ରାଜ୍ୟ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ପୋଲିସର ପୁଣି ଚଢ଼ାଉ । ବିପୁଳ ଧୂଆଁ ପତ୍ର ସାଙ୍ଗକୁ ମାଛ ମାର୍କା ଖଇନି ତିଆରି ସାମଗ୍ରୀ ଜବତ ।