thumbnail

By

Published : Jun 8, 2020, 4:55 PM IST

ETV Bharat / Videos

ବାଘ ଓ ହରିଣ ଛାଲ ଡିଲ୍ ବେଳେ ମାଡି ବସିଲା STF, 2 ବେପାରୀ ଗିରଫ

ଭୁବନେଶ୍ବର: ଏସଟିଏଫର ବଡ ଅପରେସନ । ନୟାଗଡ ଦଶପଲା ଜଙ୍ଗଲରେ ବାଘ ଛାଲ ଓ ହରିଣ ଛାଲ ଡିଲ ବେଳେ ମାଡିବସିଲେ ଏସଟିଏଫ ଅଫିସର । 2 ଜଣ ବେପାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଦୁଇଟି ବାଘ ଛାଲ ସମେତ ଦୁଇଟି ହରିଣ ଛାଲ ଜବତ କରିଛି ଏସଟିଏଫ ଟିମ । ନୟାଡର ଦଶପଲ୍ଲାର ଗିରିପୁଜା ଜଙ୍ଗଲରେ ଚାଲିଥିଲା ଏହି ବଡ ଅପରେସନ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.