thumbnail

By

Published : Nov 6, 2020, 2:36 PM IST

ETV Bharat / Videos

ଫ୍ଲାଇଟରେ ବୁଲୁଥିଲେ ଏଟିଏମ ଲୁଟେରା, ରାଜଧାନୀରୁ ଲୁଟିଥିଲେ 27ଲକ୍ଷ ଟଙ୍କା

ଭୁବନେଶ୍ବର: ଦିଲ୍ଲୀ, ବେଙ୍ଗାଲୁରୁ, ଭୁବନେଶ୍ବର ପରେ ଧରାପଡିଲେ ଲୁଟେରା । ଭାଇଜାଗର ଏକ ଏଟିଏମରୁ 9ଲକ୍ଷ ଟଙ୍କା ଲୁଟ ପରେ ଧରିଲା ପୋଲିସ । ଭାଇଜାଗରୁ ଗିରଫ ପରେ ପୂରା ଗ୍ୟାଙ୍ଗର ହେଲା ପର୍ଦ୍ଦାଫାସ । ଗତ 10 ତାରିଖରେ ଭୁବନେଶ୍ବର ପଟିଆ ପିଏନବି ଏଟିଏମରୁ ଲୁଟ୍‌ କରିଥିଲେ 27 ଲକ୍ଷ ଟଙ୍କା । ପଞ୍ଜାବର ସମରଜୋତ ସିଂ ଓ କେରଳର ଜାଫର ସାଦିକ ଏଭି ଏଟିଏମରୁ ଲୁଟି ନେଇଥିଲେ ଟଙ୍କା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.