thumbnail

By

Published : Aug 19, 2020, 12:57 PM IST

ETV Bharat / Videos

ଭିଜିଲାନ୍ସ ହାତରେ ସରକାରୀ ଆଇଟିଆଇ କଲେଜ ଅଧ୍ୟକ୍ଷ

ନୂଆପଡା: ଜିଲ୍ଲା ଖରିଆରରୋଡ଼ ସରକାରୀ ଆଇଟିଆଇ କଲେଜ ଅଧ୍ୟକ୍ଷ ବିଭୁତି ଭୂଷଣ ସାହୁ ଭିଜିଲାନ୍ସ ହାତରେ ଗିରଫ । ଚୁକ୍ତି ଭିତ୍ତିକ କର୍ମଚାରୀ ପିଟିଜିଆଇ ଭୁପେନ୍ଦ୍ର ମହାନନ୍ଦଙ୍କ ଚାକିରୀ ରିନ୍ୟୁଆଲ କରିବା ପାଇଁ 50 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଅଧ୍ୟକ୍ଷ। ପିଟିଜିଆଇ ଭୁପେନ୍ଦ୍ର ମହାନନ୍ଦ ଅନୁରୋଧ କରିବା ପରେ ମଧ୍ୟ ଶୁଣି ନଥିଲେ ସରକାରୀ ଆଇଆଇଟି କଲେଜ ଅଧ୍ୟକ୍ଷ । ଶେଷରେ ଆଜି ଭୁପେନ୍ଦ୍ର ମହାନନ୍ଦ 30ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ,କୋରାପୁଟ ଜୟପୁର ଭିଜିଲାନ୍ସ ଡିଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀ ଅଧ୍ୟକ୍ଷ ବିଭୁତି ଭୂଷଣ ସାହୁଙ୍କୁ ଗିରଫ କରିବା ସହ 30ହଜାର ଟଙ୍କା ଜବତ କରି କୋର୍ଟ ଚାଲାଣ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.