ରାଜ୍ୟରେ ବଢୁଛି ସାଇବର କ୍ରାଇମ, ନାକେଦମ ପୋଲିସ - ବ୍ୟାଙ୍କ ଠକେଇ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-5668684-752-5668684-1578678888913.jpg)
କଟକ: ରାଜ୍ୟରେ ସାଇବର ଅପରାଧୀଙ୍କ ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। କ୍ରାଇମବ୍ରାଞ୍ଚର ସାଇବର ଥାନା ଏଭଳି ଠକେଇ ମାମଲାକୁ ତଦନ୍ତ କରିବାକୁ ନାକେଦମ ହେଲାଣି। ଅତ୍ୟଧିକ ମାମଲାର ଚାପ ରହୁଥିବାରୁ ଥାନା ସ୍ତରରେ ଅଫିସରଙ୍କୁ ବ୍ୟାଙ୍କ ଠକେଇ ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ତାଲିମ ପ୍ରଦାନ କରାଯାଇଛି।