ଜଳେଶ୍ବରରୁ ଧଳା ଜହର ଜବତ, ବେପାରୀ ଗିରଫ - Brown sugar seized from Jaleswar,

🎬 Watch Now: Feature Video

thumbnail

By

Published : Jul 24, 2020, 4:07 PM IST

ବାଲେଶ୍ଵର: କୋରୋନା କାଳରେ ସକ୍ରିୟ ହୋଇ ଉଠୁଛି ଧଳା ଜହର କାରବାର । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ବ୍ରାଉନସୁଗାର କାରବାର ବଢି ଚାଲିଥିବାବେଳେ ବେପାରୀ ମଧ୍ୟ ଗିରଫ ହୋଇଛି । ଏହାସହ 10 ଗ୍ରାମର ଧଳା ଜହର ଜବତ କରିଛି ପୋଲିସ । ସୂଚନା ଅନୁସାରେ, ଜଳେଶ୍ବର ଥାନା ଶେଖସରାଇ ଗାଁର ଜଣେ ବ୍ରାଉନସୁଗର ବେପାରୀକୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି। ଗ୍ରାମର ସୁକୁମାର ଗୁପ୍ତା ନାମକ ଜଣେ ଯୁବକ ବ୍ରାଉନସୁଗାର କାରବାର କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.